Advertisment

ନେପାଳୀଙ୍କ ପାଇଁ ସୁରକ୍ଷୀତ ନୁହେଁ କିଟ୍‌ !

ନେପାଳୀଙ୍କ ପାଇଁ ସୁରକ୍ଷୀତ ନୁହେଁ କିଟ୍‌ ! ପୁଣି ଗଲା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ । ୩ ମାସ ପୂରିନି କିଟ୍‌ ମୃତ୍ୟୁ ତାଲିକାରେ ଲେଖା ହେଲା ଆଉ ଜଣେ ଛାତ୍ରୀଙ୍କ ନାଁ । କିଟ୍‌  ଛାତ୍ରଛାତ୍ରଙ୍କ ମୃତ୍ୟୁ ନେଇ ଉଠୁଛିପଡ଼ିଛି ଓଡ଼ିଶା । ପୂର୍ବରୁ ଜଣେ ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହେବାକୁ ନେଇରାଜନୀତି ଜୋର ଧରିଥିଲା ।

author-image
Sujit kumar Swain

ନେପାଳୀଙ୍କ ପାଇଁ ସୁରକ୍ଷୀତ ନୁହେଁ କିଟ୍‌ ! ପୁଣି ଗଲା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ । ୩ ମାସ ପୂରିନି କିଟ୍‌ ମୃତ୍ୟୁ ତାଲିକାରେ ଲେଖା ହେଲା ଆଉ ଜଣେ ଛାତ୍ରୀଙ୍କ ନାଁ । କିଟ୍‌  ଛାତ୍ରଛାତ୍ରଙ୍କ ମୃତ୍ୟୁ ନେଇ ଉଠୁଛିପଡ଼ିଛି ଓଡ଼ିଶା । ପୂର୍ବରୁ ଜଣେ ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହେବାକୁ ନେଇରାଜନୀତି ଜୋର ଧରିଥିଲା ।

Advertisment
KIIT KIIT University
Advertisment
Advertisment