Advertisment

ରକ୍ତର ହୋଲି ଖେଳିଲେ ନକ୍ସଲ

ପୁଣି ଓଡ଼ିଶା ସୀମାନ୍ତରେ ରକ୍ତର ହୋଲି ଖେଳିଲେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତରେ ।

author-image
Chinmayee Sahoo

ପୁଣି ଓଡ଼ିଶା ସୀମାନ୍ତରେ ରକ୍ତର ହୋଲି ଖେଳିଲେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତରେ ।

Advertisment
Maoists Naxal Violence
Advertisment
Advertisment