ହତ୍ୟା ପଛର ବଡ଼ ସତ୍ୟ !
ନବଙ୍କ ହତ୍ୟା ପାଇଁ ଲେଖାଯାଇଥିଲା କ୍ରାଇମ୍ ସ୍କ୍ରିପ୍ଟ୍ ! ମୃତ୍ୟୁ ପାଇଁ କାହାଣୀ ଲେଖୁଥିଲେ ତିନି ତିନିଜଣ ପ୍ରଡ୍ୟୁସର ! ପ୍ଲାନିଂ ଅନୁସାରେ ସବୁ କିଛି ଠିକ୍ ଠାକ୍ ହେଲା । ଆଉ ନବ ମୃତ୍ୟୁ ମିଶନରେ ସଫଳ ହେଲେ ଷଡ଼ଯନ୍ତ୍ରକାରୀ । ଏଠି ଆମେ କହୁଥିବା ସ୍କ୍ରିପ୍ଟ୍ ରାଇଟର ଏବଂ ପ୍ରଡ୍ୟୁସର ଆଉ କେହି ନୁହଁନ୍ତି, ବାରମ୍ବାର ବିବାଦକୁ ଆସୁଥିବା ଜଣେ IAS, ଜଣେ IPS ଆଉ ଜଣେ ସେତେବେଳର ବିଧାୟକ । ଯିଏ କି ନବଙ୍କୁ ରାସ୍ତାରୁ ହଟାଇବାକୁ ପୂରା ପ୍ଲାନ୍ କରିସାରିଥିଲେ । ଆଉ ପରେ ସମୟ ଦେଖି ଗୋପାଳ ଦ୍ୱାରା ନବଙ୍କ ଜୀବନ ନେଇଛନ୍ତି । ଏପରି କଥା ଆମେ କହୁନୁ, କହିଛନ୍ତି ଖୋଦ୍ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଘଟଣା ପଛରେ ତିନି ତିନି ଜଣଙ୍କ ହାତ ରହିଥିବା ସେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)