saroj
#ସରୋଜ_କହୁଛି_ମୁଁ_ସବୁ_ଜାଣିଛି !
ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍କ୍ଷଣାତ୍ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)