Advertisment

ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା

ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା ଜାରି । ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ନବଙ୍କ ପତ୍ନୀ ମୀନତିଙ୍କଠୁ ତଥ୍ୟ ଉଗାରିଛି ତଦନ୍ତକାରୀ ସଂସ୍ଥା । ଏସବୁ ଭିତରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ନବଙ୍କ ଇସିଜି ରିପୋର୍ଟ ଗାୟବ ଅଭିଯୋଗ, ଚାଞ୍ଚଲ୍ୟ ଖେଳାଇ ଥିବାବେଳେ କ୍ରାଇମବ୍ରାଞ୍ଚ ଓ ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

author-image
Sujit kumar Swain

Naba Das
Advertisment
Advertisment