Girl found dead in OYO
ଭୁବନେଶ୍ବରର ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମାଆଙ୍କ ଚାଞ୍ଚଲ୍ୟକର ବୟାନ । ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ । ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଝିଅକୁ ଠେଲି ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)