Midnight Chaos in Bhubaneswar
ହାଣିଲା ଭାଇ, ହେଲେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଢ଼େଲା ଧରି ପୋଲିସକୁ ଗୋଡ଼ାଇଲେ । ନିସ୍ତୁକ ପିଟିବା ସହ ପିସିଆର ଭ୍ୟାନ ଭାଙ୍ଗିଲେ । ଇଟା ମାଡ଼ କରି ମହିଳା ପୋଲିସଙ୍କୁ ଆହତ କଲେ । ରାତି ଅଧରେ ରାଜଧାନୀର ରାଜରାସ୍ତାରେ ହେଉଥିଲା ଏହି ହାଇଡ୍ରାମା ।
ସମୟ ରାତି ପ୍ରାୟ ୧୧ଟା, ଭୁବନେଶ୍ୱର ଭରତପୁର ଅଞ୍ଚଳରେ ବୋହିଥିଲା ରକ୍ତର ନଦୀ । ଦେଖନ୍ତୁ ପିସିଆର ଭ୍ୟାନକୁ କିପରି ଉତ୍ୟକ୍ତ ଲୋକଙ୍କ କ୍ରୋଧରେ ଏହା ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)