ବୋମା ଫିଙ୍ଗିଲେ, ହାଣିଲେ
ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ । ଭବାନୀପାଟଣା ଟାଉନ ଥାନା ମହାବୀର ପଡ଼ିଆ ନିକଟରେ ଆତଙ୍କ ରଚିଛନ୍ତି ଲୁଟେରା । ବାଇକରେ ୩ ଲକ୍ଷ ନେଇ ଯିବା ବେଳେ ବ୍ୟବସାୟୀଙ୍କ ଉପରକୁ ବୋମା ଫିଙ୍ଗି ଚମ୍ପଟ୍ ମାରିଛନ୍ତି । ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଚଳାଇଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)