Advertisment

ଘର ଭିତରେ ଝୁଲୁଥିଲା ନାବାଳକର ମୃତଦେହ

ଘର ଭିତରେ ଝୁଲୁଥିଲା ନାବାଳକର ମୃତଦେହ। ସନ୍ଧ୍ୟାରେ ମାଆ ଆସି ଦେଖିବା ବେଳକୁ ଏକମାତ୍ର ପୁଅର ମୃତଦେହ ଝୁଲୁଛି। ତେବେ ନାବାଳକ ଜୀବନ ହାରିଛି ନା ତାକୁ ହତ୍ୟା କରାଯାଇଛି, ସେନେଇ ପୋଲିସ ଆରମ୍ଭ କରିଛି ତଦନ୍ତ।

author-image
Sujit kumar Swain
ଅଦ୍ୟତନ ହୋଇଛି

Minor Boys
Advertisment
Advertisment