Nude Gang
ମୁହାଁରେ ମାସ୍କ ଲଗାଇ ବିନା ଡ୍ରେସ୍ରେ ଆସୁଛନ୍ତି। ଆଉ ମଉକା ଦେଖି ମହିଳାଙ୍କ ଉପରେ ମାଡି ବସୁଛନ୍ତି। ନିଛାଟିଆ ଅଞ୍ଚଳକୁ ନେଉଛନ୍ତି ଟାଣି। ହଇରାଣ ହରକତ ବି କରୁଛନ୍ତି। ଆଉ ଯେତେବେଳେ ମହିଳାମାନେ ଚିତ୍କାର କରୁଛନ୍ତି, ସେତେବେଳେ ଘଟଣାସ୍ଥଳରୁ ହୋଇଯାଉଛନ୍ତି ଅଦୃଶ୍ୟ। ଯେତେ ଖୋଜିଲେ ବି ମିଳୁନି ସେମାନଙ୍କ ପତ୍ତା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)