Meerut murder case
ବହୁଚର୍ଚ୍ଚିତ ମର୍ଚ୍ଚାଣ୍ଟ ନେଭି ସୌରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀକୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିବା ମୁସ୍କାନ ଏବେ ନିଜ ପ୍ରେମିକ ସାହିଲ ସହ ମୀରଟ ଜେଲରେ ଅଛନ୍ତି । ତେବେ ଜେଲ୍ରେ ଥିବାବେଳେ ମୁସ୍କାନ ବର୍ତ୍ତମାନ ଗର୍ଭବତୀ ଚିହ୍ନଟ ହୋଇଛନ୍ତି । ରୁଟିନ୍ ମେଡିକାଲ ଚେକ୍-ଅପ୍ ସମୟରେ ତାଙ୍କର ପ୍ରେଗନେନ୍ସି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)