Advertisment

କେତେ ସୁରକ୍ଷିତ ରାଜଧାନୀରେ ଆପାର୍ଟମେଣ୍ଟ ଘର ? ୪ଟି ଫ୍ଲାଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଟାର୍ଗେଟ୍ କରିଥିଲେ ଗୋଟିଏ ପରେ ଗୋଟିଏ ଘର । ସେମାନଙ୍କ ଫୋକସରେ ଥିଲା ବାହାରୁ ତାଲା ପଡ଼ିଥିବା ଘର । ଘରର ମୁଖ୍ୟ ତାଲା ଭାଙ୍ଗିବା ପରେ ଲୁଟି ନେଇଥିଲେ ସବୁ କିଛି । ଗତକାଲି ରାତିରେ ଏ ଆପାର୍ଟମେଣ୍ଟର ୪ଟି ଘରର ତାଲା ଭାଙ୍ଗି ସମ୍ପୂର୍ଣ୍ଣ କଳାକାନା ବୁଲାଇବା ପରେ ଆରାମରେ ଫେରାର ମାରିଥିଲେ ।

author-image
Tanmay Kumar Mahalik

ପାର୍ବଣବେଳେ ରାଜଧାନୀରେ ପୋଲିସର ସେଫ୍ ଡ୍ରାଇଭ୍ ଅଭିଯାନ, ରାସ୍ତାରେ ପାଟ୍ରୋଲିଂ ଭ୍ୟାନର ଘନ ଘନ ପଇଁତରା । ଆଉ ଏପଟେ ପୋଲିସର ନାକ ତଳେ ଲୁଟ୍, ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ ଲୁଟେରା ଦଳ ।

Advertisment
CCTV
Advertisment
Advertisment