Blue Drum Panic
ମାର୍କେଟରେ ବ୍ଲୁ ଡ୍ରମ୍ ଆତଙ୍କ । କିଣିବା କଥା ଭାବି ଝାଳ ନାଳ ହେଉଛନ୍ତି ସ୍ୱାମୀ । ବିକ୍ରି ନହୋଇ ଗୋଦାମରେ ପଡିରହୁଛି ଡ୍ରମ୍ । କିଣିଲେ ଦେଖାଇବାକୁ ପଡ଼ୁଛି ଆଧାରକାର୍ଡ । ଦର୍ଶକବନ୍ଧୁ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ କଥାଟି ସତ । ମୀରଟରେ ସୌରଭ ରାଜପୁତଙ୍କ ହତ୍ୟା କରି ଶରୀରକୁ ୧୮ ଖଣ୍ଡ କରିଦେଖିଲା ତାଙ୍କ ସ୍ତ୍ରୀ ମୁସ୍କାନ ଓ ତା ପ୍ରମିକ ସାହିଲ । ତା'ପରେ ଶରୀରକୁ ଏକ ନୀଳ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିଲା । ଏହି ଭୟଙ୍କର ହତ୍ୟାକାଣ୍ଡ ପରେ ବଜାରରେ ବିକ୍ରି ନହୋଇ ପଡ଼ି ରହୁଛି ନୀଳ ଡ୍ରମ । ଯେଉଁଥିପାଇଁ ଚିନ୍ତାରେ ପଡ଼ିଗଲେଣି ବ୍ୟବସାୟୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)