Advertisment

ଗୁଳି ମାଡ଼ରେ ଯୁବକ ମୃତ

ଦୁବୃର୍ତ୍ତଙ୍କ ଗୁଳି ମାଡ଼ରେ ଯୁବକ ମୃତ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏହି ଘଟଣା। ମହେଶ୍ୱର ବେହେରା ଓରଫ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି !

author-image
Saroj Kumar Jena