Man Brutally Murdered
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସଉରା ବିକ୍ରମପୁର ଗାଁ । ଏଠାରେ ସ୍ତ୍ରୀ ଓ ଝିଅ ସହ ରୁହନ୍ତି ଚୈତନ୍ୟ ଶବର । ଶନିବାର ସକାଳେ କୋଣସି କାମରେ ସେ ଡମ୍ବସରା ଯାଇଥିଲେ । ମଧ୍ୟାହ୍ନରେ ଘରକୁ ଫେରି ପରିବାର ସହ ଖାଇବାକୁ ବସିଥିଲେ । ବେଶ୍ ହସ ଖୁସିରେ ବାପା-ମା’ ଝିଅ ବସି ଏକାଠି ଖାଉଥିଲେ । ଠିକ୍ ଏତିକି ବେଳେ ପଶି ଆସିଥିଲେ ତାଙ୍କ ପୋଡ଼ଶୀ ପଣ୍ଡା ଶବର ଓ ତାଙ୍କ ପୁଅ । ଦେଖୁ ଦେଖୁ ଚୈତନ୍ୟଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ । ଝିଅ ଓ ସ୍ତ୍ରୀ ଆଗରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)