Advertisment

Bhubaneswar Raid: ନିଶା ବେପାରୀଙ୍କ ଟାର୍ଗେଟରେ ଯୁବପିଢ଼ି, ତନ୍ନ ତନ୍ନ ଘାଣ୍ଟିଲା ପୋଲିସ୍

ଚାଲିଛି ଚଢ଼ାଉ, ଖୋଜାଯାଉଛି ନିଶାଦ୍ରବ୍ୟ । ବେପାର ପାଇଁ ଯୁବପିଢ଼ିଙ୍କୁ ଟାର୍ଗେଟ୍‌ କରୁଛନ୍ତି ନିଶା ବେପାରୀ । ଗୋଟି ଗୋଟି କରି ସବୁ ଜାଗା ତନଖି ଦେଖୁଛି ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ ।

author-image
Namita Biswal
ଅଦ୍ୟତନ ହୋଇଛି

ଚାଲିଛି ଚଢ଼ାଉ, ଖୋଜାଯାଉଛି ନିଶାଦ୍ରବ୍ୟ । ବେପାର ପାଇଁ ଯୁବପିଢ଼ିଙ୍କୁ ଟାର୍ଗେଟ୍‌ କରୁଛନ୍ତି ନିଶା ବେପାରୀ । ଗୋଟି ଗୋଟି କରି ସବୁ ଜାଗା ତନଖି ଦେଖୁଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ । ପଟିଆ ଅଞ୍ଚଳରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ନିଶାମୁକ୍ତ ଅଭିଯାନକୁ ଜୋରଦାର କରିଛି କମିଶନରେଟ ପୋଲିସ । ବେଆଇନ ନିଶା ଦ୍ରବ୍ୟ ଜବତ କରିବା ସହ କିଛି ବ୍ୟବସାୟୀଙ୍କୁ ଉଠାଇ ନେଇଛି ।

Advertisment
Bhubaneswar Raid Drugs Odisha
Advertisment
Advertisment