KIIT
ଲଗାମ ଛଡ଼ା କିଟ୍ ଛାତ୍ରଛାତ୍ରୀ ! କର୍ତ୍ତୃପକ୍ଷଙ୍କ ବି ନାହିଁ ନିଘା ! ପିଲାଙ୍କୁ ଘାରୁଛି ପ୍ରେମ । ସଂଧ୍ୟା ହେଲେ ରାସ୍ତାଜାମ୍ । କିଟ୍ କ୍ୟାମ୍ପସ ନିକଟରେ ଛାତ୍ରଛାତ୍ରୀ ଖାଉଛନ୍ତି ନିଶା । ଏମିତିକି ରାସ୍ତାରେ ବି ଗଢ଼ୁଛନ୍ତି । ଏସବୁ କଥା ଯାହା ଆମେ କହିଲୁ ଏଠାରେ ଦୀର୍ଘଦିନ ଧରି ଚାଲି ଆସୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)