kidnap
#ମତେ_ପାହାଡ଼_ଉପରକୁ_ଟେକିନେଲେ
୫ଜଣ କାରରେ ଆସି ମତେ ଟେକିନେଲେ। ଆଖିରେ ପଟି ବାନ୍ଧି ୧୪ ଘଣ୍ଟା ପାହାଡ଼ ଉପରରେ ରଖିଲେ। ରାତି ଅଧରେ ସୁନା ଚେନରୁ ଆରମ୍ଭ କରି ସବୁ ଲୁଟିନେଲେ। ଶୌଚ ହେବା ବାହାନାରେ ମୁଁ ଯମ କବଳରୁ ଖସି ଆସିଲି। ଶୁଣନ୍ତୁ ଅପହରଣର ଲୋମଟାଙ୍କୁରା କାହାଣୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)