Kathiapada student burning case
କାଠିଆପଡା ଛାତ୍ରୀ ପୋଡି ଘଟଣା ରେ ପୁଲିସକୁ ମିଳିଛି ନୂଆ ଦିଗ । ମୃତ ଛାତ୍ରୀଙ୍କ ବାପାଙ୍କ ମୋବାଇଲ ଯାଞ୍ଚ କରିବା ସହିତ ଜେରା କରିଥିଲେ। ମୃତ ଛାତ୍ରୀଙ୍କ ପଡୋଶୀଙ୍କ ଘରେ ଲାଗିଥିବା ସିସି କ୍ୟାମେରା ଯାଂଚ ସମୟରେ ପୋଲିସକୁ କିଛି ସୁରାଗ ମିଳିଥିବା ସହ ଅଧିକ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି l
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)