Advertisment

କର୍ଣ୍ଣାଟକ ଲଜ୍ଜା: ଶୋକରେ ବୁଡ଼ିଲା ଦାରିଙ୍ଗବାଡି

କର୍ଣ୍ଣାଟକ ହାମ୍ପିରେ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଏବଂ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣାରେ ଜୋରଦାର ହୋଇଛି ତଦନ୍ତ । ସେପଟେ ବିଭାସଙ୍କ ମରଶରୀର ଆଜି ପୈତୃକ ଗାଁରେ ପହଁଚିବା ପରେ ଖ୍ରୀଷ୍ଟୀୟ ରୀତିନୀତିରେ ସଂପନ୍ନ ହୋଇଛି ଶେଷକୃତ୍ୟ । ପୁଅ ତ ଚାଲିଗଲା ଅଭିଯୁକ୍ତକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ।

author-image
Sujit kumar Swain

Karnataka
Advertisment
Advertisment