Advertisment

ଧଳାଜହର ବେପାରର ନୂଆ ହବ୍‌ ଖୋର୍ଦ୍ଧା ଜେଲ୍‌

ଧଳାଜହର ବେପାରର ନୂଆ ହବ୍‌ ପାଲଟିଛି ଖୋର୍ଦ୍ଧା ଜେଲ୍‌ । କାରାଗାରରୁ ଅପରେଟ୍‌ ହେଉଛି ବ୍ରାଉନ୍‌ସୁଗାର ବ୍ୟବସାୟର ନୀଳ ନକ୍ସା । ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ୱେ ଜେଲ୍‌ ଭିତରେ ବୁଲୁଛି ପୁଳାପୁଳା ମୋବାଇଲ୍‌ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି

ଧଳାଜହର ବେପାରର ନୂଆ ହବ୍‌ ଖୋର୍ଦ୍ଧା ଜେଲ୍‌ । କାରାଗାରରୁ ଅପରେଟ୍‌ ହେଉଛି ବ୍ରାଉନ୍‌ସୁଗାର ବ୍ୟବସାୟର ନୀଳ ନକ୍ସା । ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ୱେ ଜେଲ୍‌ ଭିତରେ ବୁଲୁଛି ପୁଳାପୁଳା ମୋବାଇଲ୍‌ ।

Advertisment
Brown Sugar Business
Advertisment
Advertisment