Advertisment

ଅନ୍ତର୍ଜାତୀୟ ଫ୍ରଡ ଟିମ ଗିରଫ

#ରାଉରକେଲାରୁ_ଅନ୍ତର୍ଜାତୀୟ_ଫ୍ରଡ_ଟିମ_ଗିରଫ, #ନଗଦ_ଦେଢ଼_କୋଟି_ଜବତ ଅନଲାଇନ ଫ୍ରଡ୍ ଘଟଣାରେ ରାଉରକେଲା ପୋଲିସକୁ ଏକ ବିରାଟ ସଫଳତା ମିଳିଛି। ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ପ୍ରାୟ କୋଟିଏ ୪୧ ଲକ୍ଷ ଟଙ୍କା, ୩୧ଟି ମୋବାଇଲ, ଲାପଟପ୍ ୫ଟି, ୬୮ଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ। ଠକ ଦଳ ରାଉରକେଲା ସହରରେ ଦୁଇଟି ଅଫିସ କରିଥିବା ବେଳେ ମାଷ୍ଟରମାଇଣ୍ଡ ୟୁଏଇରେ ରହି କାୟା ବିସ୍ତାର କରିଥିଲା।

author-image
Saroj Kumar Jena

#ରାଉରକେଲାରୁ_ଅନ୍ତର୍ଜାତୀୟ_ଫ୍ରଡ_ଟିମ_ଗିରଫ, #ନଗଦ_ଦେଢ଼_କୋଟି_ଜବତ
ଅନଲାଇନ ଫ୍ରଡ୍ ଘଟଣାରେ ରାଉରକେଲା ପୋଲିସକୁ ଏକ ବିରାଟ ସଫଳତା ମିଳିଛି। ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ପ୍ରାୟ କୋଟିଏ ୪୧ ଲକ୍ଷ ଟଙ୍କା, ୩୧ଟି ମୋବାଇଲ, ଲାପଟପ୍ ୫ଟି, ୬୮ଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ। ଠକ ଦଳ ରାଉରକେଲା ସହରରେ ଦୁଇଟି ଅଫିସ କରିଥିବା ବେଳେ ମାଷ୍ଟରମାଇଣ୍ଡ ୟୁଏଇରେ ରହି  କାୟା ବିସ୍ତାର କରିଥିଲା। 

Advertisment
Cyber Fraud Cyber Lootera
Advertisment
Advertisment