Advertisment

Huma Qureshi:ଅଭିନେତ୍ରୀଙ୍କ ଭାଇଙ୍କୁ ହତ୍ୟା, ସାମାନ୍ୟ ପାର୍କିଂ ବିବାଦ ନେଇଗଲା ଜୀବନ

ବଲିଉଡ୍ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇ ଅସିଫ କୁରେଶିଙ୍କୁ ପାର୍କିଂ ବିବାଦରେ ଦିଲ୍ଲୀରେ ହତ୍ୟା କରାଯାଇଛି । ସିସିଟିଭିରେ ଆକ୍ରମଣର ଦୃଶ୍ୟ କଏଦ ହୋଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ହୁମା କୁରେଶିଙ୍କ ଭାଇ ପାର୍କଙ୍ଗ ବିବାଦରେ ହତ୍ୟା ୨ ଅଭିଯୁକ୍ତ ଗିରଫ ।

author-image
Manasranjan Mohanty