Honeymoon Tragedy
ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ବାହାଘର ପରେ ଦୁହେଁ ନିଜର ହନିମୁନ୍ କାଟିବା ପାଇଁ ଗତ ମେ ୨୦ରେ ଯାଇଥିଲେ ମେଘର ସହର ମେଘାଳୟ । କିନ୍ତୁ ଏବେ ଘର ସାମ୍ନାରେ ଲାଗିଛି ପ୍ରତିବାଦର ପୋଷ୍ଟର । ପୋଷ୍ଟରରେ ଲେଖା ଅଛି ମୁଁ ମରିନି, ମତେ ହତ୍ୟା କରାଯାଇଛି। I Didn’t Die, I Was Killed । ଇନ୍ଦୋରର ଏ ଖବର ଏବେ ସବୁ ଆଡେ ଚର୍ଚ୍ଚାରେ ରହିଛି । ନବଦମ୍ପତ୍ତି ମେଘାଳୟ ଯିବାର ୩ ଦିନ ପରେ ନିଖୋଜ୍ ହୋଇ ଯାଇଥିବା ଜଣାପଡିଲା । ମେ ୨୩ରେ ପାହାଡି ଜିଲ୍ଲା ଚେରିପୁଞ୍ଜିଠାରୁ ଉଭୟ କୁଆଡେ ଗଲେ ତାର୍ ଖୋଜ ଖବର ମିଳିଲାନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)