Advertisment

ସାଧୁ ବେଶରେ ଚୋର, ସୁନା କଳସ ନେଇ ଛୁ

ସାଧୁ ବେଶରେ ଚୋରି। ନେଇଗଲେ କୋଟିଏ ଟଙ୍କାର କଳସ। କଳସରେ ଥିଲା ସୁନା, ହୀରା, ମୋତି, ମାଣିକ। ଧାର୍ମିକ କାର୍ଯ୍ୟକ୍ରମରୁ କରିନେଲେ ଚୋରି। ଦିଲ୍ଲୀର ଲାଲକିଲ୍ଲା ପରିସରରେ ଅନୁଷ୍ଠିତ ଜୈନ ସମ୍ପ୍ରଦାୟର ଧାର୍ମିକ କାର୍ଯ୍ୟକ୍ରମରେ ହୋଇଛି ଏଭଳି ସାଙ୍ଘାତିକ ଚୋରି।

author-image
Chinmayee Sahoo

ସାଧୁ ବେଶରେ ଚୋରି। ନେଇଗଲେ କୋଟିଏ ଟଙ୍କାର କଳସ। କଳସରେ ଥିଲା ସୁନା, ହୀରା, ମୋତି, ମାଣିକ। ଧାର୍ମିକ କାର୍ଯ୍ୟକ୍ରମରୁ କରିନେଲେ ଚୋରି। ଦିଲ୍ଲୀର ଲାଲକିଲ୍ଲା ପରିସରରେ ଅନୁଷ୍ଠିତ ଜୈନ ସମ୍ପ୍ରଦାୟର ଧାର୍ମିକ କାର୍ଯ୍ୟକ୍ରମରେ ହୋଇଛି ଏଭଳି ସାଙ୍ଘାତିକ ଚୋରି।

Advertisment
Red Fort Robbery
Advertisment
Advertisment