Kidnapper Girl Friend
ଦୁଇ ବର୍ଷ ତଳେ ସୋମନାଥଙ୍କ ସହ ଲିଭ ଇନ ରିଲେସନସିପରେ ରହୁଥିଲେ ଜାମସେଦପୁରର ଗାର୍ଲଫ୍ରେଣ୍ଡ ପ୍ରାପ୍ତି । ସୋମନାଥଙ୍କ ସହ ରହିବା ପରେ ବି ପ୍ରାପ୍ତି ଅନ୍ୟ ଏକ ପୁଅ ସହ ସମ୍ପର୍କ ରଖିଥିଲା । ଯାହାକୁ ନେଇ ସୋମନାଥଙ୍କର ପ୍ରାପ୍ତି ଚରିତ୍ରକୁ ନେଇ ସନ୍ଦେହ ଉପୁଜିଥିଲା ସେଇଠୁ ଆରମ୍ଭ ହୋଇଥିଲା ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ । ସୋମନାଥଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ପ୍ରାପ୍ତି ରଚିଥିଲା ଅପହରଣ କରିବାର ପ୍ଲାନ । ନିଜ ସାଙ୍ଗକୁ ଡାକି ସୋମନାଥଙ୍କୁ ଅପହରଣ କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)