Advertisment

ପୁଅର ତଣ୍ଟି ଚିପି ଝିଅକୁ କରିଥିଲା ରେପ

ଗ୍ୟାଙ୍ଗ ରେପ ଘଟଣାର ମୁଖ୍ୟ ଖଳନାୟକ ପ୍ରମୋଦ ନାୟକ। ପୁଅର ତଣ୍ଟି ଚିପି ଝିଅକୁ କରିଥିଲା ରେପ। ପ୍ରମୋଦ ନୁହେଁ, ଜଣକ ପରେ ଜଣେ ୩ ଜଣ ସାଙ୍ଗ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ସମୁଦ୍ରକୂଳର ନିଛାଟିଆ ସ୍ଥାନରେ ପୁଅ ଝିଅକୁ ଏକୁଟିଆ ପାଇ ଯୋଜନା କରିଥିଲେ ପ୍ରମୋଦ  ।

author-image
Sujit kumar Swain

Gang Rape
Advertisment
Advertisment