Advertisment

ନିଇତି ଚିହ୍ନଟ ହେଉଛନ୍ତି ହଂସିତାଙ୍କ ନୂଆ ନୂଆ ସ୍ବାମୀ

ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ । ସଂଖ୍ୟା ୪ରେ ପହଁଚିଲାଣି । ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ ।

author-image
Sujit kumar Swain

ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ । ସଂଖ୍ୟା ୪ରେ ପହଁଚିଲାଣି । ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ
ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ । 

Advertisment
Fraudsters
Advertisment
Advertisment