Fraud tantrik Kaifi Khan’s links with gangster Shakil emerge
କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା । ଅନ୍ଧବିଶ୍ୱାସର ଜାଲରେ ଛନ୍ଦି କେମିତି ଲକ୍ଷ ଲକ୍ଷର ଚୂନା ଲଗାଇଛି ବହୁ ଲୋକଙ୍କୁ, ତାହାର କଳା ତାଲିକା ଲାଗିଛି ପୋଲିସ ହାତରେ । ପ୍ରତିକାର ନାଁରେ ପାଖଣ୍ଡି ସାଜିଥିବା ଏହି ମୌଲାନାକୁ ଆଜିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୋଲିସ୍ ଖୋଳତାଡ଼ କରୁଥିବାବେଳେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ଲିଙ୍କ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)