Forester shot dead
ଶିମିଳିପାଳରେ ପୁଣି ଫୁଟିଲା ଗୁଳି। ଶିକାରୀଙ୍କ ଶିକାର ହୋଇଛନ୍ତି ଆଉ ଜଣେ ବନ କର୍ମଚାରୀ । ଗତକାଲି ରାତିରେ ପ୍ରାଣ ହରାଇଛନ୍ତି ଫରେଷ୍ଟର ମାଟି ହାଂସଦା । ଯାହାକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏପଟେ ବନ ବିଭାଗ କହିଛି, କମ୍ବିଂ ଚାଲିଛି, ସକାଳ ସୁଦ୍ଧା ସମସ୍ତ ଶିକାରୀ ଧରାପଡ଼ିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)