Advertisment

ଫିଲ୍ମ ଷ୍ଟାଇଲରେ ଧରାପଡ଼ିଲେ ଗଞ୍ଜେଇ ମାଫିଆ

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ଅବକାରୀ ବିଭାଗ। ଗଞ୍ଜାମ ଭଞ୍ଜନଗର ଶ୍ରୀରାମ ନଗର ଛକ ନିକଟ ବ୍ରିଜ ଉପରେ ଗଞ୍ଜେଇ ଭର୍ତି ଗାଡ଼ି ଓ ଅବକାରୀ ଗାଡ଼ି ମଧ୍ୟରେ ଧକ୍କା। ଅଳ୍ପକେ ବର୍ତିଲେ ଅବକାରୀ କର୍ମଚାରୀ ଓ ଅଭିଯୁକ୍ତ।

author-image
Manasranjan Mohanty