Advertisment

Land Dispute:ଜମିବାଡ଼ି ବିବାଦରୁ ଗଲା ଜୀବନ,ପୁତୁରାର ଆକ୍ରମଣରେ ବଡବାପାର ମୃତ୍ୟୁ

ଜମିବାଡ଼ି ବିବାଦରୁ ଗଲା ବୃଦ୍ଧଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ପର୍ଲିମାଲ ଗାଁରେ ଅଭାବନୀୟ ଘଟଣା। ପୁତୁରାର ଆକ୍ରମଣରେ ବଡବାପାର ମୃତ୍ୟୁ ଅଭିଯୋଗ। ମୃତକ ପର୍ଲିମାଲ ଗାଁର ଶୋଭାକର ଭାଟି।

author-image
Manasranjan Mohanty