Advertisment

ନାବାଳକ ଭାଇକୁ ମାରି ବନ୍ଧା ହେଲା

ଭାଇ ସାଜିଲା ଭଗାରୀ | ନିଜ ହାତରେ ସାନଭାଇକୁ ହତ୍ୟା କରିଥିଲା। ସାନ ଭାଇକୁ ମାରି ପ୍ରଥମେ ଘର ପଛ ପଟେ ପୋତିଥିଲା । ପରେ ଅନ୍ୟ କୌଣସି ସ୍ଥାନରେ ପୋତି ଦେଇଥିଲା। ଏବେ ନୃଶଂସ ବଡ଼ଭାଇକୁ ବାନ୍ଧିଛି ପୋଲିସ୍।

author-image
Manasranjan Mohanty