ED RAID
ଭୁବନେଶ୍ବରରେ ଖଣି ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ରେଡ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି ୧୦ଟି ବିଳାସପୂର୍ଣ୍ଣ କାର ସହ ୩ ସୁପର ବାଇକ୍। ସେହିଭଳି କୋଟିଏ ଟଙ୍କାର ସୁନା ଗହଣା ସହ ଜବତ କରିଛି ଇଡି। ଖଣି ବ୍ୟବସାୟୀ ଶକ୍ତି ରଞ୍ଜନ ଦାଶଙ୍କ ଘରେ ED ଚଢାଉ କରିଛି। ତାଙ୍କ କମ୍ପାନୀର ନାଁ Anmol Mines Private Limited (AMPL) and M/s Anmol Resources Private Limited (ARPL) । ଏହି ଦୁଇଟି କମ୍ପାନୀ ଉପରେ ଚଢାଉ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)