Advertisment

ବାବୁଙ୍କୁ ଦରକାର ମୁହଁ ଢାଙ୍କିବାକୁ କପଡ଼ା

ବାବୁଙ୍କୁ ଦରକାର ମୁହଁ ଢାଙ୍କିବାକୁ କପଡ଼ା । କ୍ୟାମେରା ସାମ୍‌ନାରେ ମୁହଁ ଲୁଚାଉଛନ୍ତି EDର ବଡ଼ ବାବୁ । କରିଥିଲେ ସରକାରୀ ଚାକିରି, ଉପୁରୀ ହେଉଥିଲା ଏକାଥରେ ୫୦ ଲକ୍ଷ । ବୟସ କମ୍‌ ହେଲେ କୋଟି ପତି ନିଶା ସବୁ କିଛି ଏବେ ଛାରଖାର୍‌ କରିଦେଲା । ଏସି ଅଫିସ୍‌ରୁ ବାହାରି ସିଧା ଲୁହା ହଜତକୁ ଚାଲିଗଲେ ଏ ବଡ଼ ବାବୁ ।

author-image
Sujit kumar Swain

ED Officer
Advertisment
Advertisment