Advertisment

ବାପା ପୋଲିସ୍, ଝିଅ ସୁନା ସ୍ମଗଲର।

ବାପା ପୋଲିସ୍, ଝିଅ ସୁନା ସ୍ମଗଲର। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରାନ୍ୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।

author-image
Saroj Kumar Jena

ବାପା ପୋଲିସ୍, ଝିଅ ସୁନା ସ୍ମଗଲର।  ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରାନ୍ୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।

Advertisment
Gold Smugglers Arrested
Advertisment
Advertisment