Advertisment

ନୃଶଂସ ! ଶାଶୂକୁ ୧୯ ଖଣ୍ଡ କଲା ଜ୍ୱାଇଁ

ଡାକ୍ତର ଜ୍ୱାଇଁର ଜଘନ୍ୟ କାଣ୍ଡ ! ଶାଶୂକୁ ମାରିଲା, ପିସ୍ ପିସ୍‌ କରି ଶରୀରକୁ କାଟିଲା । ଶାଶୂକୁ ୧୯ ଖଣ୍ଡ କରିଲା ଜ୍ୱାଇଁ । ଧରାପଡିବା ଭୟରେ ପଲିଥିନରେ ପୂରାଇ ବୁଦାରେ ଫିଙ୍ଗିଦେଲା । ୧୯ଟି ସ୍ଥାନରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ଶରୀରର ବିଭିନ୍ନ ଅଂଶ । ମୃତ ମହିଳା ହେଲେ ଲକ୍ଷ୍ମୀଦେବୀ ।

author-image
Chinmayee Sahoo

ଡାକ୍ତର ଜ୍ୱାଇଁର ଜଘନ୍ୟ କାଣ୍ଡ ! ଶାଶୂକୁ ମାରିଲା, ପିସ୍ ପିସ୍‌ କରି ଶରୀରକୁ କାଟିଲା । ଶାଶୂକୁ ୧୯ ଖଣ୍ଡ କରିଲା ଜ୍ୱାଇଁ । ଧରାପଡିବା ଭୟରେ ପଲିଥିନରେ ପୂରାଇ ବୁଦାରେ ଫିଙ୍ଗିଦେଲା । ୧୯ଟି ସ୍ଥାନରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ଶରୀରର ବିଭିନ୍ନ ଅଂଶ । ମୃତ ମହିଳା ହେଲେ ଲକ୍ଷ୍ମୀଦେବୀ ।

Advertisment
Murder Karnataka
Advertisment
Advertisment