ତମ ନ୍ୟୁଡ୍ ଫଟୋ ସମସ୍ତଙ୍କୁ ପଠେଇଦେବି । ତମେ କଣ ମୋର ଅଷ୍ଟମୀ ବନ୍ଧୁ ଯେ ତୁମକୁ ମୁଁ ଏତେ ସହଜରେ ଛାଡ଼ିଦେବି । ଦୁଇ ଦିନ ଭିତରେ ମୋର ଟଙ୍କା ଦରକାର । ନହେଲେ କାଙ୍ଗାଳ ନୁହେଁ ତମେ ଲଙ୍ଗଳା ହୋଇ ବୁଲିବ ।
Published By: Satyendu Shekher Mishra
Last updated: 18 August 2023, 03:04 PM IST
ପିକେଙ୍କ ମୋଡ୍ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।