Scam
ପୁଣି ଖାକିରେ ଲାଗିଲା କଳଙ୍କ। ପ୍ରମେରେ ଭୁଲିଗଲେ ମର୍ଯ୍ୟାଦା। ସାଇବର ଠକେଇର ସମାଧନ କରି ନିଜେ ସେଥିରୁ ଠକି ନେଲେ ଟଙ୍କା। ପ୍ରେମିକା ସହ ମିଶି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ଥରେ ୨ କୋଟି ଟଙ୍କା ମାରିନେଲେ। ଖାକି ବର୍ଦ୍ଦି ପିନ୍ଧି ପୋଲିସ ଆଖିରେ ଧୁଳି ଦେଲେ। ନକଲି ଅଭିଯୋଗକାରୀଙ୍କ ନାଁରେ ନିଜେ ଚଳୁ କରିନେଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)