୫ ବର୍ଷର ପ୍ରେମ, ଏବେ ହେଲା କି କାଳ ?
୫ ବର୍ଷର ପ୍ରେମ ଏବେ ହେଲା କି କାଳ? ପୂର୍ବତନ ପ୍ରେମିକାଙ୍କ ପାଇଁ ଗଲା କି ଜୀବନ? ହତ୍ୟା ନା ଆତ୍ମହତ୍ୟା? ବଲାଙ୍ଗିରରେ ଯବାନଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ। ୧୭ ତାରିଖ ଦିନ ସିଆରପିଏଫ୍ ଯବାନଙ୍କ ମୃତଦେହ ଗାଁ ପାଖ ନଦୀକୂଳରୁ ମିଳିଥିଲା। ହେଲେ ପରିବାରଲୋକେ ଅଭିଯୋଗ କରିଛନ୍ତି କି, ଭକ୍ତିରାମଙ୍କୁ ଆସିଥିଲା ଏକ ଫୋନ୍ କଲ୍। ଯାହା ପରେ ସେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ। ଠିକ୍ ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ତେଣୁ ସମୟ ବିତିବା ସହ ବଢ଼ିବାରେ ଲାଗିଛି ସସପେନ୍ସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)