Advertisment

ବିଧାୟକଙ୍କ ଘରୁ ମିଳିଲା ୧୨କୋଟି

ଥାକ ମାରି ଥୁଆ ହୋଇଛି ଟଙ୍କା। ଛିଡା ହୋଇଛି ୫୦୦ ଟଙ୍କିଆ ବିଡା ବିଡା ନୋଟ୍‌ ପାହାଡ। ତା’ ସାଙ୍ଗକୁ ପୁଳା ପୁଳା ସୁନା ଅଳଙ୍କାର। ରୂପା ଜିନିଷରେ ଭର୍ତ୍ତି ଅଛି ସିନ୍ଦୁକ। ଟ୍ରେଜେରୀରେ ଟଙ୍କା ଏମିତି ଖୁନ୍ଦି ହୋଇ ରହିଛି ଯେ, ଆଉ କିଛି ଥୋଇବାକୁ ଜାଗା ନାହିଁ। ବେଡ୍‌ରୁମ୍‌ ଠାରୁ ଆରମ୍ଭ କରି ବାଥରୁମ୍‌। ଯେଉଁଠି ଖୋଳିବ ସେଇଠୁ ବହାରୁଛି ସୁନା ଆଉ ଟଙ୍କା। ଯାହାକୁ ଦେଖି ଆକ୍ତାମାକ୍ତା ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

author-image
Manasranjan Mohanty