ଭୁବନେଶ୍ୱର, କଟକ ପରେ ରାଞ୍ଚି, ସିମ୍ ବକ୍ସ ଗୁମର ଖୋଲିବାକୁ ଝାଡଖଣ୍ଡରେ କମିଶନରେଟ୍ ପୋଲିସ୍ । ସିମବକ୍ସ ରାକେଟର ଚେର ଖୋଜିବାକୁ ଓଡ଼ିଶା ସୀମା ଡେଇଁ ପଡୋଶୀ ଝାଡଖଣ୍ଡରେ କମିଶନରେଟ୍ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ । ସାଙ୍ଗରେ ସିମ୍ ବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ।
Published By: Satyendu Shekher Mishra
Last updated: 20 August 2024, 10:12 PM IST
ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।