Advertisment

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପିଉସା ଅଟକ

ରାକ୍ଷୀରେ ଦଶମ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ପୀଉସା ଘରକୁ ଆସିଥିବା ବେଳେ କୋଲଡ୍ରିଙ୍କସରେ ନିଶାଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଛି ପୋଲିସ ।

author-image
Manasranjan Mohanty