Advertisment

Builder Killed in Bhubaneswar: ଜଘନ୍ୟ ହତ୍ୟାକାଣ୍ଡ; ଧମକଦେଲେ... ଠେଙ୍ଗାରେ ପିଟିପିଟି ମାରିଦେଲେ

ଜମିବାଡ଼ିକୁ କେନ୍ଦ୍ର କରି ରାଜଧାନୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଦୁ‍ର୍ବୃତ୍ତଙ୍କ ହତ୍ୟାର ଶିକାର ହୋଇଛନ୍ତି ଜଣେ ବିଲ୍ଡର । ମୃତକ ହେଲେ ଚିନ୍ମୟ ବିଶ୍ୱାଳ । ପ୍ରଥମେ ଯୁକ୍ତିତର୍କ ଓ ପରେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏହାପରେ ପିଟି ପିଟି ବିଲ୍ଡରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

author-image
Deviprasad Jena

ଜମିବାଡ଼ିକୁ କେନ୍ଦ୍ର କରି ରାଜଧାନୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଦୁ‍ର୍ବୃତ୍ତଙ୍କ ହତ୍ୟାର ଶିକାର ହୋଇଛନ୍ତି ଜଣେ ବିଲ୍ଡର । ମୃତକ ହେଲେ ଚିନ୍ମୟ ବିଶ୍ୱାଳ । ପ୍ରଥମେ ଯୁକ୍ତିତର୍କ ଓ ପରେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏହାପରେ ପିଟି ପିଟି ବିଲ୍ଡରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Advertisment
Murder Bhubaneswar Odisha Crime News
Advertisment
Advertisment