Advertisment

ସାନ ଭାଇର ହାତ ହାଣି ଦେଲା ବଡ ଭାଇ !

ଭରତପୁର ଅଞ୍ଚଳରେ ବୁଲିଲା ଖଣ୍ଡା । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଲେ ଯୁବକ ।

author-image
Namita Biswal
ଅଦ୍ୟତନ ହୋଇଛି

ଭରତପୁର ଅଞ୍ଚଳରେ ବୁଲିଲା ଖଣ୍ଡା । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଲେ ଯୁବକ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର । ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପିସିଆର ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଛାନଭିନ କରୁଛି । ତେବେ ହାଣିଥିବା ବ୍ୟକ୍ତି ଆହତଙ୍କ ବଡ଼ ଭାଇ ବୋଲି ସୂଚନା ମିଳୁଛି । 

Advertisment
Bhubaneswar Attack Crime In Bhubaneswar
Advertisment
Advertisment