Advertisment

ଖୁନର ବଦଲା ଖୁନ୍!

କଥା କଥାରେ ବୁଲୁଥିଲା ଖଣ୍ଡା, ଶେଷରେ ଗାଁ ଦାଣ୍ଡରେ ରକ୍ତ ବହିଲା। ରକ୍ତ ରଞ୍ଜିତ ହୋଇଛି ଅଶାନ୍ତ ଗଞ୍ଜାମର ରମ୍ଭା। ଖୁନର ବଦଲା ଖୁନ୍ ନ୍ୟାୟରେ ପୂର୍ବ ଶତ୍ରୁତାରୁ ଆଉ ଏକ ବୀଭତ୍ସ, ଲୋମ ଟାଙ୍କୁରା ଓ ଦର୍ଦନାକ୍ ହତ୍ୟାକାଣ୍ଡ ହୋଇଛି। ଗଲା ୧୦ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର କେବଳ ରମ୍ଭା ଅଞ୍ଚଳରେ ଦୁଇ ଦୁଇଟି ଛାତି ଥରା ସଂଘବଦ୍ଧ ହତ୍ୟାକାଣ୍ଡ, ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

author-image
Chinmayee Sahoo

Murder Ganjam
Advertisment
Advertisment