Advertisment

ବିଷ୍ଣୁପଦ ସେଠୀଙ୍କ କ୍ୱାର୍ଟରରେ ସିବିଆଇ

#ବିଷ୍ଣୁପଦଙ୍କ_ଘରେ_ସିବିଆଇ IAS ବିଷ୍ଣୁପଦ ସେଠୀଙ୍କ ସରକାରୀ କ୍ୱାର୍ଟରରେ ସିବିଆଇ ରେଡ୍। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍ ରେ ସିବିଆଇର ଖୋଳତାଡ଼ । ବିଷ୍ଣୁପଦ କହିଲେ ମୁଁ କାହାକୁ ଚିହ୍ନିନି କି ଜାଣିନି । ଏକ ହାତଲେଖା ଚିଠିକୁ ନେଇ ବିଷ୍ଣୁପଦଙ୍କ ଇସ୍ତଫା ଗୁଜବ।

author-image
Saroj Kumar Jena

#ବିଷ୍ଣୁପଦଙ୍କ_ଘରେ_ସିବିଆଇ
IAS ବିଷ୍ଣୁପଦ ସେଠୀଙ୍କ ସରକାରୀ କ୍ୱାର୍ଟରରେ ସିବିଆଇ ରେଡ୍। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍ ରେ ସିବିଆଇର  ଖୋଳତାଡ଼ । ବିଷ୍ଣୁପଦ କହିଲେ ମୁଁ କାହାକୁ ଚିହ୍ନିନି କି ଜାଣିନି । ଏକ ହାତଲେଖା ଚିଠିକୁ ନେଇ ବିଷ୍ଣୁପଦଙ୍କ ଇସ୍ତଫା ଗୁଜବ। 

Advertisment
Advertisment
Advertisment