ବିହାରରୁ ଆସିଥିଲା, ଏନକାଉଣ୍ଟର ହେଲା
ବିହାରରୁ ଓଡ଼ିଶା। ମାତିଛନ୍ତି ଲୁଟେରା। ପ୍ରଥମେ ଭୁବନେଶ୍ୱର। ତା’ପରେ ସମ୍ବଲପୁର ଆଉ ଏବେ ରାଉରକେଲା। ଲୁଟେରାଙ୍କୁ ଖୋଜି ଖୋଜି ଏନ୍କାଉଣ୍ଟର କରୁଛି ପୁଲିସ। ଆଉ ଧରା ପଡୁଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ। ଆଜି ଭୋରୁ ଇସ୍ପାତ ନଗରୀରେ ଫୁଟିଛି ଗୁଳି। ଦୀର୍ଘ ଦିନ ଧରି ନିଦ ହଜାଇଥିବା ୱାଣ୍ଟେଡ ଅପରାଧିକୁ ଏନକାଉଣ୍ଟର କରିଛି ପୋଲିସ। ଘାଇଲା ହୋଇଛି ବ୍ୟାସ ଲକୁଆ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)