One-Sided Love
ପ୍ରେମରେ ବିଫଳ କରିଦେଲା ପାଗଳ । ତୁ ମୋର ନୁହଁ, ତ ଆଉ କାହାର ନୁହଁ । ଏକ ତରଫା ପ୍ରେମ କରି ଏସିଡ୍ ଫିଙ୍ଗିବାକୁ ପଛାଇଲାନି ପ୍ରେମିକ । ଏ ଘଟଣା କୌଣସି ଅଲଗା ସ୍ଥାନର ନୁହେଁ, ଖୋଦ୍ ଭୁବନେଶ୍ୱରର । ଏକ ତରଫା ପ୍ରେମ କରି ଜଣେ ଯୁବତୀଙ୍କୁ ଏସିଡ୍ ଫିଙ୍ଗିବାକୁ ଉଦ୍ୟମ କରିଥିଲା ଯୁବକ । ହେଲେ ଯୁବତୀ ଜଣକ ପାଟି କରିବାକରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଆଉ ଘଟଣାସ୍ଥଳରୁ ସ୍ଥାନୀୟଲୋକେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ସହିଦ ନଗର ଥାନାରେ ଜିମା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)