Assault
ଖୋଦ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଅମାନବିକତା। ଛାତ୍ରୀଙ୍କ ଚୁଟି ଧରି ଟାଣିଟାଣି ନେଲେ ଜଣେ କଲେଜ ଛାତ୍ର। ଆଉ ପ୍ରବଳ ମାଡ଼ ମଧ୍ୟ ମାରିଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)